ଗ୍ଲୋବାଲ ବିଉଟି ଅନ୍ତର୍ଜାତୀୟ ସଂସ୍ଥାର ‘ସାଶ୍’ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ
ଗ୍ଲୋବାଲ ବିଉଟି ଅନ୍ତର୍ଜାତୀୟ ସଂସ୍ଥା ଆନୁକୂଲ୍ୟରେ ‘ସାଶ୍’ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ସତ୍ୟବାଦୀଠାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅନ୍ତରାଷ୍ଟ୍ରୀୟ ସ୍ତରର ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଓଡିଶାରୁ ମନୋନୀତ ହୋଇଥିବା କୁନି କୁନି ପ୍ରତିଯୋଗୀଙ୍କୁ ସମ୍ଵର୍ଦ୍ଧିତ ତଥା ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ମିଆଁମାରରେ ହେବାକୁ ଥିବା ଜୁନିୟର ମିସ୍ ଆଣ୍ଡ ଲିଟିଲ୍ ମିଷ୍ଟର ପ୍ୟାସିଫିକ୍ ଓ୍ଵାର୍ଲ୍ଡ-୨୦୨୧ ପ୍ରତିଯୋଗିତାରେ … Read more ଗ୍ଲୋବାଲ ବିଉଟି ଅନ୍ତର୍ଜାତୀୟ ସଂସ୍ଥାର ‘ସାଶ୍’ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ