ବାର୍ତ୍ତା

ଓଡିଶା ରେ ଭାଇରାଲ ହେଇଥିବା ଭିଡିଓ ହେଉ କିମ୍ବା ଖବର କୁ ବିଗତ 5 ମାସ ଧରି ଆପଣ ଙ୍କ ପାଖରେ ସର୍ବ ପ୍ରଥମେ ପହଞ୍ଚାଇବାକୁ ଆମ ପ୍ରୟାସରେ ଆପଣଙ୍କର ଅକୁଣ୍ଠ ଭଲ ପାଇବା କୁ ଆମେ ହୃଦୟ ରୁ ସ୍ୱାଗତ କରୁଛୁ କେବଳ ଆପଣଙ୍କ ଭଲପାଇବା ଯୋଗୁ ହିଁ ଆମେ ଆଜି ଓଡ଼ିଶାର ସୋସିଆଲ ମିଡିଆରେ ଶ୍ରେଷ୍ଠ ଦଶଟି ପୃଷ୍ଠା ମଧ୍ୟରେ ପହଂଚିପାରିଛୁ ଏବଂ ଆଗାମୀ ଦିନରେ ଆପଣଙ୍କର ସେହି ଭଲପାଇବା କୁ ପାଥେୟ କରି ନୂଆ ବର୍ଷରେ ନବକଳେବର ରୂପରେ ଆବିର୍ଭୁତ ହେଇଛି ଓଡିଶା Exclusive ମିଡ଼ିଆ ୱେବ ଚାନେଲ I ଏବେ ଓଡ଼ିଶାର କୋଣ ଅନୁକୋଣରେ ପ୍ରସ୍ପୁଟିତ ସମସ୍ତ ଖବର କୁ ପ୍ରଥମେ ହିଁ ଆପଣ ଆମରି ୱେବ ଚାନେଲ ରେ ପଢି ପାରିବେ I ନାଁ ସିନା ବଦଳିଛି ହେଲେ ବଦଳିନି ଆମ ସଂକଲ୍ପ ନୂଆ ବର୍ଷରେ କିଛି ନୂଆ କରିବାର ପ୍ରଚେଷ୍ଟା ରେ ଆପଣଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ଅପେକ୍ଷାରେ ସମ୍ପାଦକ ସନ୍ତୋଷ ନାୟକ & ଲକି

Leave a Reply

Your email address will not be published. Required fields are marked *