ପ୍ରକାଶ ପାଇଲା ​ଶିକ୍ଷା ସହାୟକ ୨୦୧୬ ର ମେରିଟ୍ ଲିଷ୍ଟ୍

ଶିକ୍ଷା ସହାୟକ ୨୦୧୬ ର ମେରିତ୍ ଲିଷ୍ଟ ଆଜି ପ୍ରକାଶ ପାଇଛି। ଆପ୍ଲାୟ କରିଥିବା ପ୍ରାଥି ମାନେ ଓପେପା ୱେବସାଇଟ କୁ ଯାଇ ସେମାନଙ୍କ ର ନାମ ଚେକ୍ କରି ପାରିବେ। Link

ଆଜି ପ୍ରଥମ ସେଲେକସନ୍ ଅଟେ ଏବଂ ଏହା ପରେ ପରେ ଅନ୍ୟ ସେଲେକସନ ର ତାଲିକା ପ୍ରକାଶ ପାଇବ।

ନିମ୍ନ ରେ ସବିଶେଷ ବିବରଣୀ ର ଫୋଟୋ ଦିଆଗଲା।

Leave a Reply

Your email address will not be published. Required fields are marked *