​ଉତ୍ତମ ସ୍ୱାସ୍ଥ୍ୟ ପାଇଁ କରନ୍ତୁ ଏହି ଛୋଟ ନିୟମ ଗୁଡ଼ିକର ପାଳନ

  • ଉତ୍ତମ ସ୍ୱାସ୍ଥ୍ୟ ପାଇଁ କରନ୍ତୁ ଏହି ଛୋଟ ନିୟମ ଗୁଡ଼ିକର ପାଳନ
    ସମସ୍ତ ପ୍ରକାର ର ମିଠା ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

 

  • ଅଧିକ ମିଠା କର୍କଟ କରାଇ ପାରେ। ଯଦି ମିଠା ଖାଉଛନ୍ତି ଦିନରେ ଖାନ୍ତୁ; ରାତିରେ କେବେ ହେଲେ ନୁହେଁ।ରାତିରେ ମିଠା ଫଳ ଖାଇ ପାରନ୍ତି।

 

  • ଏକା ଏକା ବ୍ୟାୟାମ କଲେ ବିରକ୍ତ ଲାଗେ। ତେଣୁ ସର୍ବଦା ଦଳ ରେ ବ୍ୟାୟାମ କରନ୍ତୁ।

 

  • ବ୍ୟାୟାମ ର ଦେଢ଼ ଘଣ୍ଟା ପୂର୍ବରୁ ୨୦୦-୨୫୦ କାଲୋରୀ ଖାଦ୍ୟ ଖାଆନ୍ତୁ।

 

  • ଭିନେଗର୍ ଓ ତୈଳ ନଥିବା ଦହି ନିୟମିତ ଖାଆନ୍ତୁ।

 

  • ସର୍ବଦା ସାଧାରଣ ପାଣି ରେ ସ୍ନାନ କରନ୍ତୁ। ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।

 

  • ଗୀତ ଶୁଣନ୍ତୁ। ଏହା ମନକୁ ଶାନ୍ତି ଦିଏ।

 

  • କାମ କଲା ବେଳେ ଖାଆନ୍ତୁ ନାହି।

Leave a Reply

Your email address will not be published. Required fields are marked *