କିଙ୍ଗ ଖାନ୍ ଏବଂ ଗୌରୀ ଖାନ୍ ଙ୍କ ପୁତ୍ରି ଗୌରୀ ଖାନ୍ ପୁଣି ଥରେ ଆସିଛନ୍ତି ଚର୍ଚ୍ଚା କୁ। ନିଜର ଷ୍ଟାଇଲ ଏବଂ ସେନ୍ସେ ପାଇଁ ଫେମସ୍ ସୂହନା ଙ୍କ ଏକ ଫୋଟୋ ଏବେ ସାମ୍ନା କୁ ଆସିଚି।
ସେହି ଫୋଟୋ ରେ ଦେଖିବାକୁ ମିଳିଛି ଯେ ସୁହାନା ରୋଷେଇ କରୁଛନ୍ତି।
ସୂହାନା ରୋଷେଇ ଘରେ ନୁଡୁଲୁସ୍ ବନାଉଥିବର ଦେଖିବାକୁ ମିଳିଛି। ଏହି ଫୋଟୋ ଏବେ ଚର୍ଚ୍ଚା ର ବିଷୟ ପାଲଟଛି ।
ତେବେ ତାଙ୍କ ଫୋଟୋ ରେ ଥିବା ଫୋଟୋ ରୁ ଜଣା ଯାଉଛି ଯେ ଶହରୁଖ୍ ତନୟା ରୋଷେଇ କରିବାରେ ଖୁବ୍ ଧୂରନ୍ଧର।
ଉଲେଖାଯୋଗ୍ୟ ଯେ ଅନ୍ୟ ଷ୍ଟାର୍ ମାନଙ୍କର ପିଲା ମାନଙ୍କ ଅପେକ୍ଷା ଶୁହାନା ଙ୍କ ଫାନ୍ ଫାେ ଲୋଈଂ ବେଶି। ଶୁହନା ଙ୍କ ଏହି ଫୋଟୋ ଗତ ୨ ଦିନ ଧରି ସୋସିଆଲ ମିଡିଆ ରେ ଧୁମ୍ ମଚଉଛି। ଖାଲି ଏତିକି ନୁହେଁ, ଶୂହାନା ବଡ଼ ହେବା ସହ ସହ ଫନ୍ ଫୋଲୋଇଂ ରେ ମା ଗୌରୀ ଙ୍କୁ ମଧ୍ୟ ଟକର୍ ଦେବାରେ ଲାଗିଛନ୍ତି।