୫୦ ହଜାର ଛାତ୍ରଛାତ୍ରୀ  ଏକା ସାଂଗ ରେ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଆଜି ମକର ସଂକ୍ରାନ୍ତି ଅବସରରେ ବରମୁଣ୍ଡା ପଡିଆରେ ବିଶାଳ ଶିଶୁ ମହୋତ୍ସବ ଆୟୋଜନ କରାଯାଇଛି । ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟିତ କରିବା ସହ ଶିଶୁମାନଙ୍କ ସହ ସାମୂହିକ ଭାବରେ ଦେଶ ବନ୍ଦନା ଗାନ କରିଥିଲେ । ଏଥିରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଯୋଗ ଦେଇ ବନ୍ଦେ ମାତରମ୍ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।  ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ବାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
Tags:

Leave a Reply

Your email address will not be published. Required fields are marked *