ଦିଲ୍ଲୀ ପୋଲିସ ଖୋଜୁଛି ଏହି ଆତଙ୍କବାଦୀ ଙ୍କୁ, ଜାରି କଲା ପୋଷ୍ଟର

ଦିଲ୍ଲୀ ପୋଲିସ କୁ ଗୁଇନ୍ଦା ବିଭାଗ ରୁ ଏହି ଆତଙ୍କ ବାଦି ମାନେ ଜାନୁଆରୀ ୨୬ ରେ ବିସ୍ପୋରଣ କରି ପାରନ୍ତି ବୋଲି ସୂଚନା ମିଳିଛି। ଏହାକୁ ଦୃଷ୍ଟି ରେ ରଖି ହାଇ ଆଲର୍ଟ ଜାରି କରିବା ସହିତ ଆତଙ୍କ ବାଦି ଙ୍କ ପୋଷ୍ଟର ଜାରି କରା ଯାଇଛି।


ଏହି ଆତଙ୍କବାଦୀ ମାନେ ପଷ୍ଟୋ ଭାଷା ରେ କଥାବାର୍ତ୍ତା ହେଉଥିବାର ସୂଚନା ମିଳିଛି। ଏମାନେ ଆଫଗାନ ର ମୂଳ ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସ ଏହି ଆତଙ୍କବାଦୀ ମାନଙ୍କୁ କିଛି ଦିନ ହେବ ଖୋଜୁଛି। ଏହି ଆତଙ୍କବାଦୀ ମାନେ ଏଣ୍ଡିୟନ୍ ମୂଜାହିଦିଁ ର କର୍ଣ୍ଣାଟକ ଓ ମୁମ୍ବାଇ ମଦୁଲେ ର ସଦସ୍ୟ ବୋଲି ଜଣା ପଡିଛି।

ଏମାନଙ୍କ ସୂଚନା ଦେବା ବ୍ୟକ୍ତି ଙ୍କ ନାମ ଗୋପନ ରଖାଯିବ ଏବଂ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *