ବିଜେଡି ବିଧାୟକ  ଉମା ସାମନ୍ତରାୟ  ଙ୍କ  ମଲା ଘୋଡା ଉପାଖ୍ୟାନ

ତୃତୀୟ ମହଲା ଅଣ ଓଡ଼ିଆ ଅଫିସର ଙ୍କ ପ୍ରଭାବ କୁ ନିନ୍ଦା କରିବା ସହିତ  ଦଳରେ ପୁରୁଣା ନେତା ମାନଙ୍କୁ ଅବହେଳା କରିବା ଯୋଗୁଁ  ବିଜେଡି ଛାଡିଥିଲେ   ସତ୍ୟବାଦୀ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ I 

ଏନେଇ  ତାଙ୍କ ପ୍ରତିଦ୍ବନ୍ଦୀ ବିଧାୟକ  ଉମା ସାମନ୍ତରାୟ କଡା ଭାଷାରେ  ପ୍ରତିକ୍ରିୟା ରଖି କହିଛନ୍ତି ଦଳରେ କୌଣସି ସଙ୍କଟ ନାହିଁ , ଯେଉଁମାନେ କହୁଛନ୍ତି ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା I ରମା ରଞ୍ଜନ ବଳିୟାରସିଂ  ଦଳରୁ ତିନିଥର ଲଗାତାର ହାରିଛନ୍ତି ତା ବାଦ ତାଙ୍କୁ ଦଳରୁ ବିଦା କରାଯାଇନି ସେ ସ୍ଵତ ଭାବରେ ଦଳରୁ ବାହାରିଯାଇଛନ୍ତି I ଦଳ ମଲା ଘୋଡ଼ା ଉପରେ ବାଜି ଲଗାଏନାହିଁ I  ଯେଉଁ ଘୋଡା ଯେତେ ଦୌଡିବ ଦଳ ତା ଉପରେ ସେତେ ବାଜି ଲଗାଇବ I ତେବେ  ଜଣେ ଦାୟିତ୍ୱ ସମ୍ପର୍ଣ୍ଣ   ବିଧାୟକ ଙ୍କ ଠାରୁ  ଏପରି ପ୍ରତିକ୍ରିୟା ସହଜରେ ହଜମ କରିପାରୁନାହାନ୍ତି  ରାଜନୈତିକ ସମୀକ୍ଷକ ମାନେ I

Leave a Reply

Your email address will not be published. Required fields are marked *