ଶିଳ୍ପା ସିନ୍ଦେ ଜିତିଲେ ଵିଗ୍ ବସ୍ -୧୧

ଭାବିଯି ଘର ପର୍ ହେ ର ପ୍ରସିଦ୍ଧ ଅଙ୍ଗୁରି ଭାବି ଶିଳ୍ପା ଶିନ୍ଦେ ଚଳିତ ବର୍ଷ ର ବିଗ୍ ବସ୍ ସିଜନ-୧୧ ର ବିଜୟିନୀ ହୋଇଛନ୍ତି।

ବିଗ୍ ବସ୍ ଘରେ ଶିଳ୍ପ ୧୦୫ ଦିନ କ ଟାଇ ଥିଲେ।

ଗ୍ରାଣ୍ଡ ଫାଇନାଲ ସମୟରେ ୪ ଜଣ ପ୍ରତିଯୋଗୀ ରହିଥିଲେ

ଘରୁ ପ୍ରଥମେ ପୁନିଶ୍ ଶର୍ମା ବାହାରିଥିଲେ ଯିଏ କି ଚତୁର୍ଥ ସ୍ଥାନ ରେ ରହିଥିଲେ। ଏହା ପରେ ପାଳି ଆସିଥିଲା ବିକାଶ ଗୁପ୍ତ ଙ୍କ ର।

ଶେଷ ରେ ଶିଳ୍ପ ଅଣ୍ଡ ହିନା ଙ୍କ ମଧ୍ୟ ରେ କଡ଼ା ମୁକାବିଲା ହୋଇଥିଲା। ଏଥିରେ ବାଜି ମାତ୍ କରିଥିଲେ ଶିଳ୍ପ।

ଶିଳ୍ପା ୧୯୯୯ ରେ ଟିଭି କ୍ୟାରିୟର ଆରମ୍ଭ କରିଥିଲେ।
ଅଧିକ ସମ୍ବାଦ ପାଇଁ ଲାଇକ ଏବଂ ସେୟାର କରନ୍ତୁ ଓଡ଼ିଶା exclusive କୁ

Leave a Reply

Your email address will not be published. Required fields are marked *