ନିଜ ଜୀବନ କୁ ବାଜି ଲଗାଇ ଅନ୍ୟକୁ ବଂଚାଇଥିବା କୁନି  ଓଡ଼ିଆ ସାହସୀ  ଙ୍କୁ  ମିଳିବ ଜାତୀୟ ପୁରସ୍କାର

ଜାତୀୟ ସାହସିକତା ପୁରସ୍କାର  ନାମ ଘୋଷିତ ହେଇଛି  ଆଉ ଖୁଶିର କଥା ଏଥିରେ  ଓଡ଼ିଶାରୁ 2 ଜଣ ପାଇବେ ସାହସିକତା ପୁରସ୍କାର, ଗତ କିଛି ଦିନ ତଳେ   କେନ୍ଦ୍ରାପଡ଼ାର ସାହସି ଝିଅ ମମତା ଦଳାଇ   ନିଜ ଜୀବନ କୁ ପାଣି ଛଡେଇ ନିଜ ଭଉଣୀଙ୍କୁ କୁମ୍ଭୀର ପାଖରୁ ଉଦ୍ଧାର  କରି ସାରା ରାଜ୍ୟରେ ସାହସିକତା  ର ପରିଚୟ ଦେଇଥିଲେ  ଆଉ ଏହି ସାହସିକତା  ପାଇଁ  ମମତା ଙ୍କୁ ମିଳୁଛି ଜାତୀୟ ସାହସିକତା ପୁରସ୍କାର I 


  ସେହିପରି ବୈତରଣୀ ନଦୀରେ ବୁଡ଼ିଯାଉଥିବା 3 ମହିଳାଙ୍କୁ ଉଦ୍ଧାର କରିଥିବା କେନ୍ଦୁଝରର ପଙ୍କଜ କୁମାର ମହାନ୍ତଙ୍କୁ ମିଳିବ ପୁରସ୍କାର, ଜାନୁଆରି 26ରେ ଉଭୟଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ

Leave a Reply

Your email address will not be published. Required fields are marked *