ସୁରକ୍ଷା କର୍ମୀଙ୍କୁ ଚାପୁଡ଼ା ମାରିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ :-ମୁଖ୍ୟମନ୍ତ୍ରୀ ଙ୍କ ପାୱାର

ସରଦାରପୁରରେ ନିର୍ବାଚନୀ ପ୍ରଚାର ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସୁରକ୍ଷା କର୍ମୀ ଉପରେ ହାତ ଉଠାଇ ଚାପୁଡା ମାରିବାର ଏକ Video ଭାଇରାଲ ପରେ  ଏବେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି I 


 ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ କଂଗ୍ରେସ ଦାବି କରିଛି । । ସେହିପରି ରାଜଗଡ଼ରେ ବିଜେପି ଜିଲା ଅଧ୍ୟକ୍ଷ ବଦ୍ରିଲାଲ ଯାଦବ ଦେଇଥିବା ବିବାଦୀୟ ବୟାନ ଓ ମହିଦପୁର ବିଧାୟକ ବହାଦୁର ସିଂହ ଚୌହ୍ୱାନଙ୍କ ଗୁଣ୍ଡାଗିରି ଯୋଗୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମୁଖ୍ୟମନ୍ତ୍ରୀ ସିଂ ରବିବାର ଧାର ଜିଲା ସରଦାରପୁରରେ ରୋଡ ଶୋ’ କରିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା କର୍ମୀଙ୍କୁ ଚାପୁଡ଼ା ମାରିବା ସହ ଧକ୍କା ଦେଇ ଦୂରେଇ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

4 Comments on “ ସୁରକ୍ଷା କର୍ମୀଙ୍କୁ ଚାପୁଡ଼ା ମାରିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ :-ମୁଖ୍ୟମନ୍ତ୍ରୀ ଙ୍କ ପାୱାର”

  1. A person necessarily assist to make significantly articles
    I might state. That is the very first time I
    frequented your web page and thus far? I surprised with the research you made to create this actual submit amazing.
    Fantastic process!

  2. hi!,I really like your writing so a lot! percentage we communicate extra approximately your article on AOL?
    I need a specialist on this area to unravel my problem.
    May be that is you! Having a look ahead to peer you.

  3. Thanks on your marvelous posting! I quite enjoyed
    reading it, you can be a great author.I will ensure that I bookmark your blog and
    may come back very soon. I want to encourage you continue your great job, have a nice evening!

  4. Hi! I could have sworn I’ve been to this web site before but after looking at
    a few of the articles I realized it’s new to me.

    Regardless, I’m definitely pleased I found it and I’ll be bookmarking it and
    checking back regularly!

Leave a Reply

Your email address will not be published. Required fields are marked *