​ଜାଣନ୍ତୁ କେଉଁ ଓଲିଉଡ ତାରକା ଙ୍କ ମାମୁଁ ଅଟନ୍ତି ପପୁ ପମ ପମ

 ସାରା ଓଡ଼ିଶା କୁ ହସି ହସି ହସାଉଥିବ ଆମ ଅତି ନିଜର ପପୁ ପମ୍ ପମ୍ ଙ୍କୁ ତ ଆପଣ ବହୁତ୍ ଭଲ ଭାବରେ ଜାଣିଥିବେ।

ଦର୍ଶକ ମାନଙ୍କ ପାଇଁ ପପୁ ଖୁବ୍ ଶୀଘ୍ର ଆସିବେ ଏକ ଭିନ୍ନ ଭୂମିକା ରେ, ସେ ଏମିତି ଏକ ଚଳଚ୍ଚିତ୍ର ନେଇ ଆସୁଛନ୍ତି ଯେଉଁଥିରେ ତାଙ୍କର କମେଡି କରିବାର ଟେଷ୍ଟ ମଧ୍ୟ ହେବ ଅଲଗା।

ପପୁ ପମ ପମ ଙ୍କ ଏହି ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ହେଲା ‘ ଦିୱାନି ହେଲି ତୋ ପାଇଁ ‘ ଯେଉଁଥିରେ କି ଦୁଇ ଜଣ ନାୟକ ଅଛନ୍ତି। ସେମାନେ ହେଲେ ସିଦ୍ଧାନ୍ତ ମହାପାତ୍ର ଏବଂ ନବାଗତ ମୁନା। ସିନେମା ର କାହାଣୀ ଅନୁସାରେ ସିଦ୍ଧାନ୍ତ ଏବିଂ ମୁନା ଭାଇ ଭାଇ।

କାହାଣୀ ର ଏକ ମଜାଦାର କଥା ଏହା ଯେ ପପୁ ତାଙ୍କର ଭଣଜା ମାନଙ୍କ ସହ ଫେଲ୍ ହେଇ ହେଇ ପଢୁଛନ୍ତି।

ପ୍ରଥମେ ବଡ଼ ଭଣଜା ଏବଂ ପରେ ସାନ ଭଣଜା ସହ।

Leave a Reply

Your email address will not be published. Required fields are marked *