​ଭବିଷ୍ୟବାଣୀ କରିଥାଏ ଏ ବୃକ୍ଷ। ଜାଣନ୍ତୁ କେମିତି

ଗଛ ବି ପ୍ରଦାନ କରୁଚି ଭବିଷ୍ୟ ସୂଚନା। ଆଶ୍ଚର୍ଯ୍ୟ ଲଗୁଥିଲେ ମଧ୍ୟ ଘଟଣା ସତ।

ଗୁଜରାଟ ର ଏକ ମନ୍ଦିର ରେ ଥିବା ଏହି ଗଛ କୁ ଦେଖି ଲୋକମାନେ ଭବିଷ୍ୟତ ବିଷୟରେ ଅନୁମାନ କରିଥାନ୍ତି।

ଏହି ଗଛ ଟି ଗୁଜରାଟ ର ବାଗଡ ଅଞ୍ଚଳ ରେ ଶୀତଲ ମାତା ଙ୍କ ମନ୍ଦିର ରେ ଅଛି। ମୁଖ୍ୟତଃ ବର୍ଷା ହେବ କି ନାହିଁ ଏ ବିଷୟ ରେ ଗଛ ଟି ସୂଚନା ଦେଇଥାଏ।

ସେହି ସ୍ଥାନ ରେ ବର୍ଷା ସମୟରେ ଏକ ଛୋଟ ବୃକ୍ଷ ଦେଖା ଯାଇଥାଏ। ସ୍ଥାନୀୟ ଭାଷା ରେ ଏହି ବୃକ୍ଷ କୁ ହୁରଣ କୁହା ଯାଏ। ପ୍ରତିବର୍ଷ ଆଷାଢ଼ ମାସ ରେ ଏହି ସ୍ଥାନ ରେ ଆପେ ଆପେ ଗଛ ହୋଇଥାଏ। ଗଛ କୁ ଦେଖି ବର୍ଷ ହେବ କି ନାହିଁ ଅନୁମାନ କରାଯାଏ।

Leave a Reply

Your email address will not be published. Required fields are marked *