ବଜାରରେ ମିଳୁଥିବା ଭିନ୍ନ ଭିନ୍ନ ୧୦ ଟଙ୍କିଆ ମୁଦ୍ରାକୁ ନେଇ ବିଭିର୍ଣ୍ଣ ସମୟରେ ବହୁ ପ୍ରକାରର ଗୁଜବ ଚାଲିଛି । ଫଳରେ ଅନେକ ବେପାରୀ ଓ ଦୋକାନୀ ୧୦ ଟଙ୍କିଆ କେତେକ ମୁଦ୍ରା ଗ୍ରହଣ କରିବାକୁ ମନା କରିଦେଉଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ସ୍ପଷ୍ଟ କରିଛନ୍ତି ଯେ ବଜାରରେ ପ୍ରାୟତ 14 ପ୍ରକାର ମୁଦ୍ରା ମିଳୁଛି ଏବଂ ୧୦ ଟଙ୍କିଆର ସମସ୍ତ ୧୪ ପ୍ରକାରର ମୁଦ୍ରା ବୈଧ ଅଟେ । ରିଜର୍ଭ ବ୍ୟାଙ୍କ ଅନୁସାରେ ଏହି ମୁଦ୍ରା ଜାରି କରାଯାଇଛି । ଅସଲି ଓ ନକଲି ମୁଦ୍ରା ସନ୍ଦେହ କାରଣରୁ କେତେକ ସ୍ଥାନରେ ବେପାରୀମାନେ ୧୦ ଟଙ୍କିଆ ମୁଦ୍ରା ନେବାକୁ ମନା କରିଦେଉଛନ୍ତି । ଏହି ମୁଦ୍ରାଗୁଡ଼ିକରେ ଭାରତର ଆର୍ଥିକ, ସାମାଜିକ, ସଂସ୍କୃତିର ବିଭିନ୍ନ ପ୍ରତୀକ ରହିଛି । ଯାହା ଭିନ୍ନ ଭିନ୍ନ ବିଶେଷ ସମୟରେ ଜାରି କରାଯାଇଛି । ଏହି ସମସ୍ତ ମୁଦ୍ରା ବୈଧ ଓ ନେଣ ଦେଣ ପାଇଁ ସ୍ୱୀକାର୍ଯ୍ୟ । ସବୁ ବ୍ୟାଙ୍କକୁ ଏହି ସବୁ ମୁଦ୍ରା ଗ୍ରହଣ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ଦୟାକରି SHARE କରି ସମସ୍ତଙ୍କୁ ସଚେତନ କରାନ୍ତୁ I
ବଜାରରେ ମିଳୁଥିବା ୧୪ ପ୍ରକାର ୧୦ ଟଙ୍କିଆ କଏନ୍ ବୈଧ

I couldn’t resist commenting. Very well written!
After looking at a few of the blog posts on your site, I seriously like your technique of blogging.
I saved as a favorite it to my bookmark webpage list and will be checking back
in the near future. Please visit my web site as well and let me know what
you think.
Great web site you’ve got here.. It’s difficult to find quality writing like yours these days.
I honestly appreciate people like you! Take care!!
Ӏ seriohsly love ʏoսr website.. Ⅴery nice colors & theme.
Ⅾid you dsvelop thіs amazing site yourself? Pⅼease reply Ƅack ɑs I’m hoping to cгeate mү very own website аnd would liҝе to fіnd oout ѡhere you got this
fгom orr what the theke is named. Thаnk you!