Home ରାଜନୀତି ବିଜେପିର ବାଇକ୍‌କୁ କଂଗ୍ରେସର ସ୍ମାର୍ଟଫୋନ୍‌ ଉପହାର

ବିଜେପିର ବାଇକ୍‌କୁ କଂଗ୍ରେସର ସ୍ମାର୍ଟଫୋନ୍‌ ଉପହାର

କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରିନଥିଲେ ମଧ୍ୟ  ଏବେଠାରୁ ନିର୍ବାଚନୀ ପରିବେଶ ସୃଷ୍ଟି ହୋଇଗଲାଣି I ମାର୍ଚ୍ଚ  ରେ କର୍ଣ୍ଣାଟକର ୨୨୫ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି  । ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତି ଓ ଉପହାରର ପେଡ଼ି ଖୋଲି ଦେଇଛନ୍ତି । ଏହି କ୍ରମରେ ବିଜେପି ନେତମାନେ କର୍ମୀଙ୍କୁ ଉପହାର ଦେବାକୁ ବାଇକ୍‌ କିଣୁଥିବାବେଳେ କଂଗ୍ରେସ ନେତାମାନେ କର୍ମୀମାନଙ୍କୁ ସ୍ମାର୍ଟଫୋନ୍‌ ବାଣ୍ଟୁଛନ୍ତି । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଟିକେଟ ଆଶାୟୀ ଏବଂ ବର୍ତ୍ତମାନର ବିଧାୟକମାନେ ଉପହାର ଓ ଭୋଜି ଦେବାରେ ଲାଗିଛନ୍ତି । କେତେକ ନିର୍ବାଚନ ମଣ୍ଡଳୀର ଲୋକାମନେ ପ୍ରାୟ ୩୦୦୦ରୁ ଅଧିକ ଟଙ୍କାର ଉପହାର ପାଇସାରିଲେଣି ବୋଲି କୁହାଯାଉଛି ।

 Source :- amar ujala 

LEAVE A REPLY

Please enter your comment!
Please enter your name here

- Advertisment -

Most Popular

କରୋନା ମହାମାରୀ ରେ ମିଳୁନି କାମ ,ଏମିତି ଅଛନ୍ତି ଇଣ୍ଟରନେଟ୍ ସେନ୍ସେସନ୍ ରାନୁ ମଣ୍ଡଳ

ଟ୍ରେନ ଷ୍ଟେସନ ରୁ ବୁଲି ବୁଲି ଜୀବନ ବିତାଉଥିବା ରାନୁ ମଣ୍ଡଳ ଅଚାନକ ’ଏକ ପ୍ୟାର କା ନଗମା…ଗୀତ ଗାଈ ସୋସିଆଲ ମିଡିଆରେ ଚହଳ ପକାଇଦେଇଥିଲେ I ଦିନକୁ ଦିନ ତାଙ୍କ ଫ୍ୟାନ...

180 ଯାତ୍ରୀ ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆର ପାରିକି ଚାଲିଗଲେ ଗୋଲ୍ଡ ମେଡ଼ାଲିଷ୍ଟ ପାଇଲଟ

ଗତକାଲି ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରି ନପାରି ତଳେ ଖସି ପଡି ଦୁଇ ଖଣ୍ଡ ହେଇଯାଇଥିବା ବେଳେ ବର୍ତମାନ...

ଓଟିଭିକୁ ନୋଟିସ ସହିତ ଥାନାରେ FIR ଦେଲା ବିଏମସି

ଓଟିଭି ଭୁଲ ଖବର ପ୍ରସାରଣ କରିଥିବା ନେଇ ଅଭିଯୋଗ କରି ନୋଟିସ ପଠାଇଛି ବିଏମସି I ଗତକାଲି ଦୁଇ ବନ୍ଧୁ ଙ୍କ ବାର୍ତାଳାପ ର ଏକ ଭିଡିଓ ଓଟିଭି ରେ ପ୍ରକାଶିତ ହେଇଥିଲା...

ନାଗ ପଞ୍ଚମିରେ ନାଗ କୁ ମାରିଥିବା ଗାଁ ରେ 26 ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଲା ନାଗୁଣୀ

ସାଧାରଣତଃ ଆପଣ ପୁରାଣ ଗଳ୍ପ ବା ଫିଲ୍ମ ରେ ଦେଖିଥିବେ କି ନାଗ କୁ ହତ୍ୟା କଲେ ନାଗୁଣୀ କିଭଳି ପ୍ରତିଶୋଧ ନିଏ କିନ୍ତୁ ବାସ୍ତବ ରେ ଏମିତି ଏକ ସତ ଘଟଣା...