​ପାକିସ୍ତାନ କୁ ହରାଇ ଦ୍ୱିତୀୟ ଥର ବିଶ୍ଵ ଦୃଷ୍ଟିହିନ ବିଶ୍ଵ କପ୍ ଜିତିଲା ଭାରତ।

ପାକିସ୍ତାନ କୁ ହରାଇ ଦ୍ୱିତୀୟ ଥର ବିଶ୍ଵ ଦୃଷ୍ଟିହିନ ବିଶ୍ଵ କପ୍ ଜିତିଲା ଭାରତ।
ଶନିବାର ସାର୍ ଜାହା କ୍ରିକେଟ୍ ଷ୍ଟାଡିୟମ୍ ରେ ଖେଳା ଯାଇଥିବା ଦୃଷ୍ଟିହୀନ ବିଶ୍ଵ କପ୍ ରେ  ଭାରତ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନ କୁ ୨ ୱିକେଟ୍ ରେ ପରାସ୍ତ କରି  ଦ୍ୱିତୀୟ ଥର ବିଶ୍ଵ ଚମ୍ପିୟାନ ହୋଇଛି।

ଭାରତ ଟସ ଜିତି ପାକିସ୍ତାନ କୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପାକିସ୍ତାନ ୪୦ ଓଭର ରେ ୮ ୱିକେଟ୍ ବିନିମୟ ରେ ୩୦୯ ରନ୍ ରେ ବିଜୟ ଲକ୍ଷ ରଖିଥିଲା। ଜବାବ୍ ରେ ଭାରତୀୟ ଦଳ ୩୮.୪ ଓଭର ରେ ୮ ୱିକେଟ୍ ହରାଇ ମ୍ୟାଚ୍ କୁ ଜିତି ଦେଇଥିଲା।

ଭାରତ ପକ୍ଷ ରୁ ସୁନିଲ ଓ ରମେଶ ୯୩ ରନ୍ କରିଥିଲେ।
ଭାରତ ୨୦୧୪ ବିଶ୍ଵ କପ୍ ରେ ମଧ୍ୟ ପାକିସ୍ତାନ କୁ ହରାଇ ପ୍ରଥମ ଥର ଚମ୍ପିୟାନ ହୋଇଥିଲା।

Leave a Reply

Your email address will not be published. Required fields are marked *