​ଦ୍ବାଦଶ ଶ୍ରେଣୀ ଛାତ୍ର ର ଅଭାବନୀୟ କାଣ୍ଡ: ପ୍ରିନ୍ସିପଲ୍ ଙ୍କୁ ଗୁଳି କରି ହତ୍ୟା

ଦ୍ବାଦଶ ଶ୍ରେଣୀ ଛାତ୍ର ର ଅଭାବନୀୟ କାଣ୍ଡ: ପ୍ରିନ୍ସିପଲ୍ ଙ୍କୁ ଗୁଳି କରି ହତ୍ୟା

ହରିୟଣା ର ଯମୁନା ନଗର ଅଞ୍ଚଳ ରେ ଘଟିଛି ଏହି କାଣ୍ଡ। ସହର ର ଜଣା ଶୁଣା ବିବେକାନନ୍ଦ ସ୍କୁଲ୍ ର ଜଣେ ଦ୍ବାଦଶ ଶ୍ରେଣୀ ର ଛାତ୍ର ପ୍ରିନସିପଲ୍ ଙ୍କୁ ତାଙ୍କ ପ୍ରକୋଷ୍ଠ ରେ ଗୁଳି କରି ହତ୍ୟା କରିଛି।

ଅଭିଯୁକ୍ତ ଛାତ୍ର କୁ ଦୁଇ ସପ୍ତାହ ତଳେ ସ୍କୁଲ୍ ରୁ ବିଶୃଙ୍ଖଳା ଆଚରଣ ପାଇଁ ବହିଷ୍କୃତ କରା ଯାଇଥିଲା। ଫଳରେ ଛାତ୍ର ଜଣକ ହିଂସ୍ର ହୋଇ ୍ ପ୍ରୀନସିପଲ୍ ଙ୍କୁ ହତ୍ୟା କରିଛି।
ଅଭିଯୁକ୍ତ ଛାତ୍ର ଜଣଙ୍କ ନିଜ ପିତା ଙ୍କ ଲାଇସେନ୍ସ ବନ୍ଧୁକ ବ୍ୟବହାର କରିଥିବା ଜଣାଯାଇଛି। ସଙ୍କଟାପନ୍ନ ଅବସ୍ଥାରେ  ତାଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *