ଆସନ୍ତା କାଲି ସମସ୍ତ  ସ୍କୁଲ ଓ କଲେଜ ବନ୍ଦ :  ବିରୋଧୀ ଙ୍କ ଓଡିଶା ବନ୍ଦ ଡର

ଆସନ୍ତା କାଲି   କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେପି ଏବଂ କଂଗ୍ରେସ  ରାଜ୍ୟବ୍ୟାପୀ ହରତାଳ ଓ  ଓଡ଼ିଶା ବନ୍ଦ ଡାକରା ଦେଇଛି। ରାଜନୈତିକ ଦଳ ଗୁଡ଼ିକର ହରତାଳ ଓ ବନ୍ଦ ଡାକରା ଯୋଗୁଁ   କୌଣସି ଅପ୍ରିତିକର ପରିସ୍ଥିତି ଘଟିବା ଆଶଙ୍କା କରି ରାଜ୍ୟ ସରକାର ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି I ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଙ୍କ ତରଫରୁ  ଏ ନିଷ୍ପତି ନିଆଯାଇଛି । ଏହାଛଡ଼ା ଆସନ୍ତାକାଲି  ଯଦି କୌଣସି ପରୀକ୍ଷା ଥାଏ ତେବେ  ଏହାକୁ ସ୍ଥଗିତ ରଖି  ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

2)  ଅଟୋ ମହାସଂଘର ଘୋଷଣା- କାଲି ରାଜ୍ୟରେ ବନ୍ଦ ରହିବ ଅଟୋ ଚଳାଚଳ, ଟ୍ୱିନ୍‌ ସିଟିରେ ୪୦ ହଜାର ଓ ରାଜ୍ୟରେ ଲକ୍ଷେ ଅଟୋ ଚଳାଚଳ ବନ୍ଦ ରହିବ, କାିଲି ରାଜ୍ୟରେ ଗଡ଼ିବନି ଦେଢ଼ ଲକ୍ଷ୍ୟ ଟ୍ରକ୍‌

Leave a Reply

Your email address will not be published. Required fields are marked *