ଆଇପିଏଲ -୧୧,ବେଶ୍ ପ୍ରାଇସ ଅଧିକ ରଖିବା ପଡ଼ିଲା ମହଙ୍ଗା:ଅନେକ ଖ୍ୟାତନାମା ଖେଳାଳି ଙ୍କୁ କିଣିଲାଣି କୌଣସି ଟିମ୍

ବେଶ୍ ପ୍ରାଇସ ଅଧିକ ରଖିବା ପଡ଼ିଲା ମହଙ୍ଗା:ଅନେକ ଖ୍ୟାତନାମା ଖେଳାଳି ଙ୍କୁ କିଣିଲାଣି କୌଣସି ଟିମ୍

ଆଇପିଏଲ -୧୧ ରେ ଖେଳାଳି ନିଲାମ ଚାଲିଥିବା ବେଳେ ଅନେକ ଖେଳାଳି କୋଟି କୋଟି ଟଙ୍କା ରେ କିନାଯାଇଥିବା ବେଳେ କିଛି ଖେଳାଳି କୌଣସି ବି ଟିମ୍ ରେ ଯାଇପାରିନାହାନ୍ତି।
ଏହିପରି କିଛି ଖେଳାଳି ରହିଯାଇଛନ୍ତି ଯେଉଁମାନଙ୍କୁ ନେଇ ନିଲାମ ପୂର୍ବରୁ ବହୁତ୍ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନେ କୋୖଣସି ଦଳରେ ସାମିଲ୍ ହୋଇ ପାରି ନାହାନ୍ତି।
ଏମାନଙ୍କ ମଧ୍ୟରେ ପ୍ରଥମ ରେ ଅଛନ୍ତି କ୍ରିସ୍ ଗେଲ।

ଗେଲ ଙ୍କ ସହ ଭାରତ ର ଓପନର ମୁରଲୀ ବିଜୟ, ଦକ୍ଷିଣ ଆଫ୍ରିକା ର ହସିମ୍ ଆମ୍ଲା, ନେଉଗ୍ଲାଣ୍ଡ ର ଗୁପ୍ତିଲ୍ ଓ ଈଂଲଣ୍ଡ ର ଯୋ ରୁଟ୍ ଙ୍କ ଭଳି ଖେଳାଳି ଙ୍କୁ କୌଣସି ଦଳ କିଣି ନାହାନ୍ତି।

Leave a Reply

Your email address will not be published. Required fields are marked *