ପାରଳା ମହାରାଜ ବଞ୍ଚିଥାଉ ଥାଉ   ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ  | 

ଓଡ଼ିଆ ଜାତିର ଗର୍ବ ଓ ଗୌରବ ପାରଳା ମହାରାଜା ଗୋପୀନାଥ ଗଜପତି ଜୀବିତ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁ ନେଇ କରିଛନ୍ତି ଶୋକ ପ୍ରକାଶ। ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବାର  ଭିଡିଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସେୟାର ମଧ୍ୟ କରିଛନ୍ତି। ଏନେଇ ଲେଖାଶ୍ରୀ ତାଙ୍କ ପୋଷ୍ଟରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି  ଲେଖିଛନ୍ତି :-

ଗଛ ଚଢ଼ି ଜାଣିନି ଯିଏ..

ମାଙ୍କଡ଼ ଅଇଁଠା ଖାଇବ ସିଏ…

ଶୁଣ ଶୁଣ ଆମ ଆଦର୍ଶ ମୁଖ୍ୟମନ୍ତ୍ରୀ କଣ କହୁଛନ୍ତି, ବଞ୍ଚିଥିବା ଲୋକକୁ ମାରି ଦେଲେଣି, ସିଏ ପୁଣି ଆମ ପରଳା ମହାରାଜ, ଆମ ଗର୍ବ ଓ ଗୌରବ ।

ତୃତୀୟ ମହଲା କିରାଣୀଠୁଁ ଶିଖି କହିଲେ ଏଇଆ ହୁଏ । ନବୀନ ବାବୁଙ୍କୁ ବିଶ୍ରାମ ଦିଅ, ସିଏ ଆଉ ଜାଣିପାରୁନାହାନ୍ତି କଣ କହିଯାଉଛନ୍ତି ।

ନବୀନ ବାବୁ ଓଡ଼ିଆ ଜାତିକୁ ଲଜ୍ଜା..

Leave a Reply

Your email address will not be published. Required fields are marked *