୨୪ ଘଣ୍ଟା ଭିତରେ ଲ୍ୟାଣ୍ଡ୍‌ କଲା ୯୮୦ ବିମାନ:ମୁମ୍ବାଇ ବିମାନ ବନ୍ଦର ର ନୂଆ ରେକର୍ଡ

ମୁମ୍ବାଇରେ ଥିବା ଆନ୍ତର୍ଜାତିକ ବିମାନ ବନ୍ଦର ନିକଟରେ ନିଜର ହିଁ ରେକର୍ଡ ଭଙ୍ଗ କରିଛି। ପୃଥିବୀର ସବୁଠାରୁ ଅଧିକ ବ୍ୟସ୍ତବହୁଳ ସିଙ୍ଗ୍‌ଲ୍‌-ରନ୍‌ େଓ୍ଵ ବିମାନ ବନ୍ଦର ମଧ୍ୟରେ ମୁମ୍ବାଇ ବିମାନ ବନ୍ଦର ସବୁଠାରୁ ଆଗରେ।

ଏହି  ଜାନୁଆରି ୨୦ ତାରିଖରେ ବିମାନ ବନ୍ଦରଟି ତାହାର ନୂଆ ରେକର୍ଡ ସୃଷ୍ଟି କରିଛି। ୨୪ ଘଣ୍ଟା ମଧ୍ୟରେ ୯୮୦ ବିମାନ ପହଞ୍ଚି ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡ୍‌ କରିବା ପରେ ବନ୍ଦରଟି ନିଜର ପୂର୍ବ ରେକର୍ଡ ଭଙ୍ଗ କରିଥିବାରୁ ଚର୍ଚ୍ଚା ପାଲଟିଛି।

Leave a Reply

Your email address will not be published. Required fields are marked *