ପୁରୀ ବେଳାଭୂମିରେ  ୧୦୮ଟି ଶିବ ଲିଙ୍ଗ  ତିଆରି କରି ନିଆରା ରେକର୍ଡ କଲେ   ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ

ପୁରୀ ବେଳାଭୂମିରେ ମହାଶିବରାତ୍ରି  ଜାଗର ଉପଲକ୍ଷେ ବିଶ୍ୱଶାନ୍ତି କାମନା କରି  ୧୦୮ଟି ଶିବ ଲିଙ୍ଗ  ତିଆରି କରିଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।ଏକ୍ ବଡ ଶିବ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ  108 ଟି ଶିବଲିଙ୍ଗ  ଅତ୍ୟନ୍ତ ସୁନ୍ଦର ଏବଂ ଭକ୍ତି ପରିବେଶ ସୃଷ୍ଟି କରୁଛି I ପର୍ଯ୍ୟଟକମାନେ  ଆକର୍ଷିତ  ହୋଇ ବାଲୁକା କଳା ୧୦୮ଟି ଶିବ ଲିଙ୍ଗ  ନିକଟରୁ ସେଲ୍ଫି ନେବାରେ ଲାଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *