ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ସାରା ସୋସିଆଲ ମିଡିଆ କୁ ନିଜ ଆଖିରେ ନଚେଇଲେ ପ୍ରିୟା

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ସାରା ସୋସିଆଲ ମିଡିଆ କୁ ନିଜ ଆଖିରେ ନଚେଇ  ବେଶ୍‌ ଚହଳ ପକାଇଛନ୍ତି  ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିୟର । ପ୍ରଥମ ଫିଲ୍ମ  ‘ଓରୁ ଅଦାରୁ ଲଭ୍‌’ ରେ ଫିଲ୍ମର ନାୟକଙ୍କ  ସହିତ ଏକ ରୋମାଣ୍ଟିକ ଗୀତରେ   ପ୍ରିୟା ନିଜ ଆଖି ରେ  ଏଭଳି  ଇସାରା କଲେ ଯେ ସାରା ଦୁନିଆ ତାଙ୍କର ଦିୱାନା ହେଇଗଲା ମାତ୍ର ଗୋଟିଏ ଦିନରେ । ପ୍ରିୟା ଙ୍କ ଆଖି ଇସାରା ଭିଡିଓ  ଖୁବ୍‌ ଭାଇରାଲ  ହୋଇଛି ସମ୍ପୂର୍ଣ ଇଣ୍ଟରନେଟ ରେ ।

Leave a Reply

Your email address will not be published. Required fields are marked *