ରାଜ୍ୟର ସବୁ ପେଶାଦାର ଅପରାଧୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଧେଶ ଦେଲେ  ଡିଜି

ରଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ସବୁ ଜିଲ୍ଲା ଓ ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି… ତା ସହ ପେଶାଦାର ଅପରାଧୀଙ୍କୁ ଗିରଫ କରିବା ସହ ଆବଶ୍ୟକ ସ୍ଥଳେ ଏନଏସରେ ବୁକ କରିବା ପାଇଁ ମଧ୍ୟ କାଡି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମୂଖିଆ..ତେବେ ଗତ ଏକ ବର୍ଷର ତଥ୍ୟ ଅନୁସାରେ କଟକ ସହରରୁ ପୋଲିସ ଦଫା ୧୧୦ ବଳରେ ୪୬୫ ଅପରାଧୀଙ୍କୁ ଗିରଫ କରିବା ସହ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର ମଧ୍ୟ କରିଛି ସ୍ପେଶାଲସ୍କ୍ବାର୍ଡ ..ତେବେ ଡିଜିଙ୍କ ନିର୍ଦ୍ଦେଶ ପରେ ବାକି ଥିବା ଅପରଧୀଙ୍କୁ କିଭଳି ଦମନ କରାଯିବ ସେ ନେଇ ସହରର ସମସ୍ତ ଥାନା ଅଧିକରୀଙ୍କୁ ନେଇ ଏକ ଜରୁରୀ ବୌଠକ କରାଯିବ ବୋଲି ସୂଚନା ମିଳିଛି..

Leave a Reply

Your email address will not be published. Required fields are marked *