‘ଓରୁ ଅଦାରୁ ଲଭ୍’ ଫିଲ୍ମର ହିରୋଇନ ନିଜ ଆଖି ନଚେଇ ରାତାରାତି ସାରା ଭାରତ ରେ ସେଲିବ୍ରିଟି ହେଇଥିବା ପ୍ରିୟା ପ୍ରକାଶଙ୍କ ଙ୍କର କପି କରି ଚର୍ଚା କୁ ଆସିଛନ୍ତି ଓଲିଉଡ ନାୟିକା ଝିଲିକ୍ I ।
ଆଗାମୀ ଫିଲ୍ମ ‘ଓଲେ ଓଲେ ଦିଲ ବୋଲେ’ ର ସୁଟିଂ ସମୟରେ ଓଲିଉଡ ନାୟିକା ଝିଲିକ୍ ପ୍ରିୟାଙ୍କ ଭଳି ଅବିକଳ ଆଖି ଇସାରା କରୁଥିବାର ଏକ ଭିଡିଓ କୁ ନେଇ ସୋସିଆଲ ମିଡିଆରେ ଚର୍ଚା । ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି ଝିଲିକ୍ ଙ୍କର ଏହି ଆଖି ଠାଣି କୁ ।