ଆଗ ଦାନ୍ତ ଉଠିଲାନି ବୋଲି ଘର ଲୋକ କୁକୁର ସହିତ ବାହାଘର କରିଦେଲେ

ବାଣ ରୋଷଣି ରେ ଫାଟିପଡୁଥିଲା  ମୁଣ୍ଡା ସାହି , ବାହାଘର ହେଉଥିଲା ଗୋଟିଏ କୁକୁର ସହିତ ଦୁଇଟି କୁନି ଝିଅର କଣ ଆଂଜ୍ଞା ବିଶ୍ୱାସ ହେଉନି ଟି ? କଥା ଟି କିନ୍ତୁ ସମ୍ପୂର୍ଣ ସତ I  ଘଟଣା ଟି ହେଉଛି କେନ୍ଦୁଝର ସଦର ବ୍ଲକ ବୋଦାପଳସା ମୁଣ୍ଡା ସାହିର I ଦୁଇ କୁନି ଝିଅ ଙ୍କର  ଆଗ ଦୁଇ ଦାନ୍ତ ପରିବର୍ତ୍ତେ ଅନ୍ୟ ଦାନ୍ତ ଉଠିଥିଲା ଯାହାକୁ ପରମ୍ପରା ନିୟମ ଅନୁଯାଇ  ଅଶୁଭ  ବିଚାର କରାଯାଇଥିଲା ।  ଏବଂ ଅଶୁଭ ଦୋଷ କାଟିବା  ପାଇଁ ଦୁଇ କୁନି ଝିଅଙ୍କର ଵିଵାହ ପାଇଁ ଏକ କୁକୁର ଖୋଜାଯାଇ  ଲଗ୍ନ ଧରାଯାଇ ଥିଲା I ।  କୁକୁର କୁ ରଖିଥିବା  ଘର  ତରଫରୁ ବରଯାତ୍ରୀ ସାଜି  ବାଣ ରୋଷଣି କରି ବାଦ୍ୟ ବଜାଇ ନାଚି ନାଚି  ଝିଅ ଘର କୁ ଆସିଥିଲେ ଏବଂ  ସମ୍ପୂର୍ଣ ବୈଦିକ ରୀତି ନୀତିରେ ଝିଅ ଘର  ତରଫରୁ  ବିବାହ ସମ୍ପର୍ଣ କରାଯାଇଥିଲା  I

One Comment on “ଆଗ ଦାନ୍ତ ଉଠିଲାନି ବୋଲି ଘର ଲୋକ କୁକୁର ସହିତ ବାହାଘର କରିଦେଲେ”

Leave a Reply

Your email address will not be published. Required fields are marked *