ସମସ୍ତ ଟ୍ରେନ୍‌  ହେବ କିନ୍ନର ମୁକ୍ତ :ଆଉ ଦେଖିବାକୁ ମିଳିବନି କିନ୍ନରଙ୍କୁ ଟ୍ରେନ ରେ

ଟ୍ରେନ ଗୁଡିକରେ  କିଛି କିନ୍ନର ମାନଙ୍କର ପ୍ରାଦୁଭାବ ଆପଣ ଅଳ୍ପେ ବହୁତେ  ଅନୁଭବ କରିଥିବେ ଯଦିଓ ସବୁ କିନ୍ନର  ସେପରି ନୁହନ୍ତି  ତଥାପି କିଛି କିନ୍ନର ଟ୍ରେନ ରେ ଯାତ୍ରୀ ମାନଙ୍କୁ  ପଇସା ନଦେଲେ ଗାଳିଗୁଲଜ କରିବା ସହିତ ହଇରାଣ ହରକତ କରିଥାନ୍ତି I ଏମିତିକି ପଇସା  ନଦେଲାଠୁ  କିଛି ଦିନ ତଳେ ଦୁଇଜଣ ଯାତ୍ରୀଙ୍କୁ  ଙ୍କୁ ଟ୍ରେନ ରୁ ଠେଲି ଦେଇଥିଲେ ଘଟଣାରେ ଜଣଙ୍କର ମୃତ୍ୟୁ ହେବା ପରେ ଆଉ ଜଣେ  ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହିତ  ବର୍ତମାନ ସଂଗ୍ରାମ କରୁଛନ୍ତି ଘଟଣାଟି   ୨୦୧୮ ଫେବୃଆରୀ ୩ରେ ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇ ସାଲେମ ଡିଭିଜନ୍‌ରେ  ଘଟିଥିଲା ଯାହାକୁ ନେଇ ଅଭିଯୋଗ ହେବା ପରେ ରେଳବାଇ ବୋର୍ଡ ପକ୍ଷରୁ ସମସ୍ତ ଟ୍ରେନ୍‌ ଗୁଡିକୁ  ୧୫ ଦିନ ମଧ୍ୟରେ କିନ୍ନର ମୁକ୍ତ କରିବା ଲାଗି ନିର୍ଦେଶ ଦିଆଯାଇଛି।

3 Comments on “ସମସ୍ତ ଟ୍ରେନ୍‌  ହେବ କିନ୍ନର ମୁକ୍ତ :ଆଉ ଦେଖିବାକୁ ମିଳିବନି କିନ୍ନରଙ୍କୁ ଟ୍ରେନ ରେ”

  1. These raised scars are large and irregular shaped, often growing well beyond the original bounds of the wound and
    rarely ever subsiding on their own. With the slowed economy starting to come back around,
    many analysts say that people are almost Nike Shox Deliver ready to spend money on luxuries once again. Well, there is one brand of sports shoes that has won the
    hearts of millions of people around the word.

Leave a Reply

Your email address will not be published. Required fields are marked *