ତିନି ଜଣ ଙ୍କ ଠୁ  ପ୍ରେରଣା ପାଇ ଚପଲ ଫିଙ୍ଗିଥିଲି ଭାତ ଖାଇସାରିବା ପରେ ନା କହିବି

 ଆଜି ବିଜେପୁର  ବରପାଲି କୁମ୍ଭାରୀ ସଭା ମଂଚ ରେ ନବୀନ ପଟ୍ଟନାୟକ  ଭାଷଣ ଦେବା ପୂର୍ବରୁ  ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଲକ୍ଷ କରି ଚପଲ ଫିଙ୍ଗିଥିଲେ , ମୁଖ୍ୟମନ୍ତ୍ରୀ ଙ୍କ ଠୁ ଚପଲ ବାଜିବା ପୂର୍ବରୁ  ପାଖରେ ଥିବା  ସୁରକ୍ଷା କର୍ମୀ ଚପଲ ଧରିନେଇଥିଲେ ଯୁବକ ଙ୍କ ନାମ ନାଁ କାର୍ତ୍ତିକ ମେହେର I ସ୍ଥାନୀୟ ଲୋକଙ୍କ ନିର୍ଘାତ ମାଡ଼ରେ ଯୁବକ ଜଣକ ଗୁରୁତର ହେଇ ହସ୍ପିଟାଲ ରେ ଭର୍ତି ହେଇଛନ୍ତି I 

ତେବେ ପୋଲିସ ସୂଚନା ଅନୁଯାଇ ଯୁବକ ପକେଟ ରୁ ବିଜେପି ପତାକା ମିଳିଛି ତେବେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି I ଯୁବକ ଜଣକୁ କାହିଁକି ଚପଲ ମାରିଲ ବୋଲି ପଚାରିବାରୁ ସେ ହସି ଥିଲେ ଏବଂ କହିଲେ ମୁଁ ୩ଜଣଂକ ଠୁ ପ୍ରେରଣା ପାଇ ଚପଲ ଫିଙ୍ଗିଲି ଏବେ କହିବିନି ଭାତ ଖାଇସାରିବା ପରେ କହିବି I

One Comment on “ତିନି ଜଣ ଙ୍କ ଠୁ  ପ୍ରେରଣା ପାଇ ଚପଲ ଫିଙ୍ଗିଥିଲି ଭାତ ଖାଇସାରିବା ପରେ ନା କହିବି”

  1. Ponishment heavy heba darkar,se Nabin pottnaik nuhe chifministor Ku mariachi,se hisaba re ponishment heba darkar,Taku Bhat nuhe laat darkar

Leave a Reply

Your email address will not be published. Required fields are marked *