ନାବାଳିକା କୁ ଏକତରଫା ପ୍ରେମ କରି   ନାମ ନେଲେ ହତାଶିଆ ପ୍ରେମିକ :ଗଛରେ ବାନ୍ଧି ବାଡେ଼ଇଲେ ଗାଁ ଲୋକେ

ସୋର ଥାନା କେଶରୀପୁର  ଗାଁ ରେ ଗତକାଲି ଜଣେ ଯୁବକ କୁ ଗାଁ ଲୋକେ ଗଛରେ   ବାଡେଇଛନ୍ତି I ଖବର ରୁ ଜଣାପଡିଛି ଯୁବକ ଙ୍କ ନାମ ରମାକାନ୍ତ ସେ ଜଣେ ନାବାଳିକା ଝିଅକୁ  ସବୁଦିନ ଭଲପାଇବା ର ବାହାନା କରି ସ୍କୁଲଏବଂ ଟିଉସନ ରେ ହଇରାଣ ହରକତ କରୁଥିଲେ I ଗତକାଲି ମଧ୍ୟ ରମାକାନ୍ତ ସ୍କୁଲ ଯିବା ବାଟରେ ନାବାଳିକା ଝିଅଟିକୁ ହଇରାଣ କରିବା ବେଳେ ଗାଁ ଲୋକ ଯୁବକ କୁ ଧରି ଗଛରେ ବାନ୍ଧି ପକାଇଥିଲେ ଏବଂ ନିସ୍ତୁକ ମାଡ ମାରିଥିଲେ I ଘଟଣା ସ୍ଥଳରେ ପୋଲିସ ପହଂଚି ଯୁବକ କୁ  ଉଦ୍ଧାର କରିଛି I

Leave a Reply

Your email address will not be published. Required fields are marked *