କଷି କନିଆ କୁ ବୁଢା ବର :କୁଳ ରକ୍ଷା (ସନ୍ତାନ) ପାଇଁ ୩୦  ବର୍ଷୀୟ   କନିଆଁ କୁ ବାହାହେଲେ  ୮୩ ବର୍ଷ ବୃଦ୍ଧ

କଷି କନିଆ କୁ ବୁଢା ବର ଏ ଢଗଟି ଆପଣ ଶୁଣିଥିବେ ନିଚୟ Iଏମିତି ଏକ ଘଟଣା ଘଟିଛି ରାଜସ୍ଥାନର କରୌଲି ଜିଲାର କୁଡଗାଓଁରେ I   ବରକୁ ୮୩ ବର୍ଷ କୁ କନିଆଁକୁ ୩୦ ବର୍ଷ ।  ମିଳିଥିବା  ଖବର ଅନୁଯାଇ  ସୈମରଦା ଗାଁରବୃଦ୍ଧ ସୁଖରାମ ବେରଓ୍ବା  ( ୮୩) ଙ୍କର ପ୍ରଥମ ସ୍ତ୍ରୀ ଅଛନ୍ତି ଏବଂ  ୨ ବର୍ଷ ତଳେ ତାଙ୍କ ୩୦ ବର୍ଷୀୟ  ଏକମାତ୍ର ପୁଅ ର  ମୃତ୍ୟୁ ଘଟିଥିଲା  ଯେଉଁଥିପାଇଁ ଖୁବ  ଭାଙ୍ଗିପଡିଥିଲେ ବୃଦ୍ଧ ଏବଂ ତାଙ୍କ ସ୍ତ୍ରୀ I ସମ୍ପତ୍ତି ଓ କୂଳ ରକ୍ଷା  ଯାଇ ଦ୍ୱିତୀୟ ବିବାହ କରିବାକୁ ମନସ୍ଥ କରିଥିଲେ ବୃଦ୍ଧ  ସୁଖରାମ । ଏବଂ ଝିଅ ଖୋଜା ହେଇ ଠିକ ହେବା ପରେ  ଖୁବ ଧୁମ ଧାମରେ ବାଣ ରୋଷଣୀ ଧରି  ବର ବେଶରେ ବୃଦ୍ଧ  ସୁଖରାମ  ଝିଅ ଘରେ ପହଂଚି ବୈଦିକ ରୀତିନୀତି ଅନୁଯାୟୀ ରମେଶ ଜି ଦେବୀଙ୍କୁ ବିବାହ  କରିଛନ୍ତି I  

ବର୍ତମାନ ଘଟଣା ଟି ସାରା ଭାରତ ରେ  ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *