ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବିରାଜମାନ ଫଟୋ ଫେସବୁକରେ ଭାଇରଲ  କଲେ ଯୁବକ

ପୁଣି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବିରାଜମାନ ଫଟୋ ଫେସବୁକରେ ଭାଇରଲ  ହେଇଛି  | ରିଅଲ ପିକ୍ଚର ଅଫ ପୁରୀ ଟେମ୍ପଲ ଜଗନାଥ’ ନାଁରେ ଅପ୍‌ଲୋଡ କରିଛନ୍ତି  ସଂକେତ ମିଶ୍ର  |

ସଂକେତ ମିଶ୍ର  ଜଣେ ନୃତ୍ୟଶିଳ୍ପୀ  ଅଟନ୍ତି | ମହାପ୍ରଭୁଙ୍କ ଫଟୋ ଭାଇରଲ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପରେ ସଂକେତ ଫଟୋ ଡିଲିଟ୍‌ କରିଛନ୍ତି ।

Leave a Reply

Your email address will not be published. Required fields are marked *