ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ  ୧୭ ଲକ୍ଷ ଛାତ୍ରୀଙ୍କୁ  ମୁଖ୍ୟମନ୍ତ୍ରୀଙ୍କ ବାଣ୍ଟିବେ ମାଗଣା ନାପ୍‌କିନ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଆଜି ଖୁସି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ବାଦଶ ପଢୁଥିବା ଝିଅଙ୍କୁ ମାଗଣା ନାପ୍‌କିନ୍   ଦିଆଯିବ ବୋଲି  ଘୋଷଣା କରିଛନ୍ତି I ମୋଟ 17 ଲକ୍ଷ ଝିଅଙ୍କୁ  ଏହି ଖୁଶି ଯୋଜନାରେ ନାପ୍‌କିନ୍ ଯୋଗାଇ ଦିଆଯିବ  I   ଅନ୍ୟ ମହିଳା ଓ ଯୁବତୀଙ୍କୁ  ସବ୍‌ସିଡି ଦରରେ  ମଧ୍ୟ ଯୋଗାଇଦିଆଯିବ I ଏନେଇ  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି  ଛାତ୍ରୀଙ୍କୁ ମାଗଣା ନାପ୍‌କିନ ଦେବାରେ ବାର୍ଷିକ ୭୦ କୋଟି ଟଙ୍କାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଗ୍ରାମାଞ୍ଚଳ ମହିଳାଙ୍କୁ ୬ ଟଙ୍କାରେ ମିଳିବ ୬ ଟିକିଆ ନାପକିନ ପ୍ୟାକେଟ I

Leave a Reply

Your email address will not be published. Required fields are marked *