ସାଧାରଣ ଲୋକଙ୍କ କାମ ନକରିବାରୁ  18  ଜଣ ଅଧିକାରଙ୍କୁ ନିଲମ୍ବିତ କଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

ନିଜର ନିଆରା କାମ ପାଇଁ ସବୁବେଳେ ଚର୍ଚାରେ ଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପୁଣି ଥରେ ଚର୍ଚା କୁ ଆସିଛନ୍ତି I    ଆଜି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ  ପୁରୀ ଜିଲ୍ଲାର ଗ୍ରାମୀଣ  ଅ।ବାସ ଯୋଜନାର ପୁଙ୍ଖାନୁପୁଙ୍ଖ ତର୍ଜମା କରିଥିଲେ ଗ୍ରାମୀଣ ଅ।ବାସ ଯୋଜନାରେ  ହିତାଧିକାରୀ ମାନେ ଠିକ ଭାବରେ ସରକାରୀ ଯୋଜନା ପାଉନଥିବା ଅଭିଯୋଗ ହେଇଥିଲା I ଯୋଜନା ରେ  ଅବହେଳା  ହେଇଥିବାରୁ  ଅବହେଳା ରେ ସମ୍ପୃକ୍ତ  ପୁରୀ ଜିଲ୍ଲାର 18  ଜଣ ଅଧିକାରଙ୍କୁ  ଜିଲ୍ଲାପାଳ ନିଲମ୍ବନ କରିଛନ୍ତି I ନିମାପଡ଼ାର 8 ଓ ଗୋପ ବ୍ଲକର 10 ଜଣ ଅଧିକାରୀ  ଏହି ନିଲମ୍ବିତ ତାଲିକାରେ ଅଛନ୍ତି I

2 Comments on “ସାଧାରଣ ଲୋକଙ୍କ କାମ ନକରିବାରୁ  18  ଜଣ ଅଧିକାରଙ୍କୁ ନିଲମ୍ବିତ କଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ”

  1. Great web site. A lot of useful information here. I am sending it to several pals
    ans additionally sharing in delicious. And certainly, thanks in your effort!

Leave a Reply

Your email address will not be published. Required fields are marked *