କଂଗ୍ରେସ ନିଜ ଭୋଟ କୁ ବିଜେଡି କୁ ବିକିଦେଲା ସେଥିପାଇଁ ବିଜେଡି ଜିତିଲା : ଲେଖାଶ୍ରୀ

ବିଜେପୁର ଉପନିର୍ବାଚନ ରେ    ବିଜେପିର ସବୁ ଅଙ୍କ   ଭୁଲ  ପ୍ରମାଣିତ କରି ବିପୁଳ ପରିମାଣରେ ଜନମତ  ବିଜେଡି ବିଜୟ ହାସଲ କରିଥିଲେ ମଧ୍ୟ ବିଜେପି ଏହାକୁ  ସହଜ ରେ ଗ୍ରହଣ କରିପାରିନାହିଁ I  ବିଜେପୁର ରେ ଗତ  ପଂଚାୟତ ନିର୍ବାଚନରେ ବିଜେପି ବିପୁଳ ସଫଳତା ହାସଲ କରିଥିଲେ  ମଧ୍ୟ  ଉପ ନିର୍ବାଚନ ରେ ସମ୍ପୁର୍ଣ୍ଣ ଭାବରେ  ଫେଲ ମାରିଛି  ।  ତେବେ ଏନେଇ ବିଜେପି ନେତ୍ରୀ ଲେଖାଶ୍ରୀ  ଏକ ନିର୍ଦ୍ଧିଷ୍ଟ  ଗଣମାଧ୍ୟମ ରେ କହିଛନ୍ତି ଯେ ବିଜେପି କୁ ଷାଠିଏ ହଜାର ରୁ ଊର୍ଧ୍ୱ ଭୋଟ ମିଳିଥିବାରୁ ଆମେ ଖୁଶି ଏବଂ ଆଗାମୀ ଦିନରେ  ପରାଜୟର ତର୍ଜମା କରିବୁ I କଂଗ୍ରେସ ଏବଂ ବିଜେଡି ମଧ୍ୟରେ ସଲା  ସୁତୁରା ହେଇ କଂଗ୍ରେସ ନିଜ ଭୋଟ କୁ ବିଜେଡି କୁ ବିକି ଦେଇଛି ଯାହାଫଳରେ ବିଜେଡି ବିଜୟୀ ହେଇଚି I

Leave a Reply

Your email address will not be published. Required fields are marked *