ବିଜେପୁର ଉପନିର୍ବାଚନ ପରାଜୟ ପରେ କଂଗ୍ରେସ ପିସିସି ସଭାପତି ପଦରୁ  ଇସ୍ତଫା  ଦେଲେ ପ୍ରସାଦ ହରିଚନ୍ଦନ

ବିଜେପୁର ଉପନିର୍ବାଚନ ଫଳାଫଳ ପରେ  କଂଗ୍ରେସ  ନିଜର ଅମାନତ ହରାଇ ମାତ୍ର ୧୦୨୭୪ଟି ଭୋଟ ପାଇ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିଛି I ଯାହାକୁ ନେଇ କଂଗ୍ରେସ ର ମୁଖିଆ ଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନ ଉଠିଥିଲା ତେବେ କଂଗ୍ରେସ ର ପରାଜୟ କୁ ସ୍ୱୀକାର କରି  କଂଗ୍ରେସ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *