ବଦଳିଲେ ଶକ୍ତି ମନ୍ତ୍ରୀ : ବିଜେପୁର ଉପନିର୍ବାଚନ  ନିଜର ଶକ୍ତି  ଦେଖାଇଥିବା  ସୁଶାନ୍ତ  ସିଂ  ହେଲେ ଶକ୍ତି ମନ୍ତ୍ରୀ

ବିଜେପୁର ଉପନିର୍ବାଚନ  ରେ ସବୁଠୁ ଅଧିକ ଚର୍ଚିତ ଥିବା ସୁଶାନ୍ତ ସିଂ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉପହାର ସ୍ୱରୂପ ମିଳିଛି ଦୁଇଦୁଇଟି ମନ୍ତ୍ରୀ ପଦ I  ନିଜର ଶକ୍ତି ଦେଖାଇଥିବା  ସୁଶାନ୍ତ ସିଂ ଙ୍କୁ ମୁଖ୍ୟମନ୍ତ୍ରୀ  ଶକ୍ତି ମନ୍ତ୍ରୀ ପଦବୀ  ସହିତ ଶ୍ରମ ବିଭାଗ  ଉପହାର ଦେଇଛନ୍ତି   I ଶକ୍ତି ବିଭାଗ ରେ ଥିବା ପ୍ରଫୁଲ ମଲ୍ଲିକ ଙ୍କୁ  ପୂର୍ତ୍ତ ବିଭାଗ  ଦିଆଯାଇଅଛି I

Leave a Reply

Your email address will not be published. Required fields are marked *