ମନ୍ତ୍ରୀ ମଣ୍ଡଳରେ  ଅଦଳ ବଦଳ  ଜାଣନ୍ତୁ କିଏ ହେଲେ କେଉଁ ମନ୍ତ୍ରୀ

ବିଜେପୁର ଉପନିର୍ବାଚନ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ସାଂସଦ  ମାନଙ୍କର  ବୈଠକ ଡକାଯାଇଥିଲା I  ବୈଠକ ପରେ ମନ୍ତ୍ରୀ ମଣ୍ଡଳରେ  ଅଦଳ ବଦଳ ହେଇଚି  I  ଅନେକ ଦିନରୁ  ମୁଖ୍ୟମନ୍ତ୍ରୀ ଅଧୀନରେ ରଖିଥିବା ପୂର୍ତ୍ତ ଓ ଜଳ ସଂପଦ ବିଭାଗକୁ ମଧ୍ୟ ଛାଡ଼ି ଦେଇଛନ୍ତି।  ଜଳସମ୍ପଦ ମନ୍ତ୍ରୀ  ଭାବରେ  ନିରଞ୍ଜନ ପୂଜାରୀ ଙ୍କୁ ଦିଆଯାଇଛି I ପୂର୍ତ୍ତ ବିଭାଗ ମନ୍ତ୍ରୀ ହେଲେ ପ୍ରଫୁଲ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ହେଲେ Pratap Jena ,ସୁଶାନ୍ତ ସିଂହ ମନ୍ତ୍ରୀ ହେଲେ ଶକ୍ତି ମନ୍ତ୍ରୀ, ଶିଳ୍ପ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ହେଲେ ଅନନ୍ତ ଦାସ I

 

Leave a Reply

Your email address will not be published. Required fields are marked *