ସକାଳେ ଶଙ୍ଖ ଫୁଙ୍କି ଦଳରେ ମିଶିଲେ ସନ୍ଧ୍ୟାରେ ରାଜ୍ୟସଭା ଟିକେଟ ପାଇଲେ

ଶେଷରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ  ଖାଲି ପଡିଥିବା  ତିନୋଟି ରାଜ୍ୟସଭା ପାଇଁ ପ୍ରାର୍ଥୀ  ପାଇଁ  ବିଜେଡି ସୁପ୍ରିମ ନବୀନ ବାବୁ . ସୌମ୍ୟରଂଜନ ପଟ୍ଟନାୟକ . ଅଚ୍ୟୁତ ସାମନ୍ତ , ଏବଂ ପ୍ରଶାନ୍ତ ନନ୍ଦ ଙ୍କ  ନାଁ ଘୋଷଣା କରିଛନ୍ତି  ସୂଚନା ଥାଉ କି ସୋମ୍ୟବାବୁ  ସକାଳେ ଦଳରେ ମିଶିଥିଲେ କହିଥିଲେ କୌଣସି ଦଳୀୟ ପଦବୀ ପାଇଁ  ବିଜେଡି ରେ ମିଶିନାହାନ୍ତି  କିନ୍ତୁ ବିଜେଡି ସୁପ୍ରିମ ନବୀନ ବାବୁ ଙ୍କ ଦ୍ୱାରା  ସନ୍ଧ୍ୟା ରେ ମିଳିଲା ସାଂସଦ ରାଜ୍ୟସଭା ର ଟିକେଟ I  ସେହିପରି  ଅଚ୍ୟୁତ ସାମନ୍ତ ଆଜି ସକାଳେ ବିଜେଡି   ରେ ମଧ୍ୟ ଯୋଗଦାନ  କରିଥିଲେ I

Leave a Reply

Your email address will not be published. Required fields are marked *