ବିଜେଡି  କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ

ଜେଲ୍‌ରୁ ଅପରାଧ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଥିଲେ  ଧଳ ସାମନ୍ତ  ଆଉ ତାଙ୍କୁ ଏଇଥିରେ ସାହାଯ୍ୟ କରୁଥିଲେ  କଟକ ମହାନଗର ନିଗମ ୭ ଓ୍ୱାର୍ଡର ବିଜେଡି  କର୍ପୋରେଟର ରଞ୍ଜିତା ବିଶ୍ୱାଳ I ଆଜି ଏନେଇ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଥିବା  କଟକ ଡିସିପି ଅଖିଳେଶ୍ୱର ସିଂ ଗଣମାଧ୍ୟମ କୁ  ସୂଚନା ଦେଇଛନ୍ତି । କଟକ ବିଜୟ ପାଲ ଗୁଳିକାଣ୍ଡ ମାମଲାରେ   କର୍ପୋରେଟର ରଞ୍ଜିତା ବିଶ୍ୱାଳ ସଂପୃକ୍ତି  ଥିବା ଅଭିଯୋଗ ହେଉଛି ଯାହାର ତଦନ୍ତ ଚାଲିଛି

Leave a Reply

Your email address will not be published. Required fields are marked *