ବିଜେଡି ରେ ଶଙ୍ଖ ଫୁଂଖିଲେ ସୌମ୍ୟ ଏବଂ ଅଚ୍ୟୁତ

ଯାହା ଚର୍ଚା ହେଉଥିଲା ଶେଷରେ ସେୟା ହିଁ ହେଲା ଆମ ଓଡ଼ିଶା ପାର୍ଟି  ମୁଖ୍ୟ  ତଥା ସମ୍ବାଦ ଏବଂ କନକ ନ୍ୟୁଜ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ  ଆଜି ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ   ଯୋଗ ଦେଇଛନ୍ତି  I ଅନ୍ୟ ପଟେ  କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ  ମଧ୍ୟ ବିଜେଡି ରେ ଯୋଗ ଦେଇଛନ୍ତି ।
ବିଜେଡି ରେ ଯୋଗ ଦେବା ପରେ  ସୌମ୍ୟ ରଞ୍ଜନ କହିଛନ୍ତି ଯେ ସେ  କୌଣସି  ଦଳୀୟ ପଦବି  ଆଶା ରଖି ଯୋଗ ଦେଇ ନାହାନ୍ତି ,ବିଜେଡି ନେତୃତ୍ୱ ତାଙ୍କୁ ଭଲ ଲାଗିଲା ତେଣୁ ଯୋଗ ଦେଲେ , ଚାଷୀ ଓ ଚିଟ୍‌ ଫଣ୍ଡ  ଆନ୍ଦେଳନ ଆଗାମୀ ଦିନରେ  ପୂର୍ବ ପରି  ଜାରି ରହିବ  ’ ।

Leave a Reply

Your email address will not be published. Required fields are marked *