ବକେୟା ବିଦ୍ୟୁତ ଶୁକ୍ଳ ଆଦାୟ  ବେଳେ  ସାଉଥ୍‌କୋର ଜେଇ  ଏବଂ  ଲାଇନ ମ୍ୟାନ ଙ୍କୁ ମାଡ଼  ମାରି  ୨ ଜଣ ଅଟକ

ନବରଙ୍ଗପୁର ସାଉଥକୋ ବିଭାଗ ର  ଜେଇ  ମୋହନ ପାଣ୍ଠୋଇ ଏବଂ  ଲାଇନ ମ୍ୟାନ ବିକ୍ରମପୁର  ଗ୍ରାମରେ  ବକେୟା ବିଦ୍ୟୁତ ବିଲ୍ ଆଦାୟ  କରୁଥିବା ସମୟରେ ଜଣେ ଉପଭୋକ୍ତା ଙ୍କର 35000 ବକେୟା ରହିଥିଲା , ଏବଂ ବିଦ୍ୟୁତ ଶୁକ୍ଳ ଦେଇନଥିଲେ ଯେଉଁଥିପାଇଁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା ଏହାକୁ ବିରୋଧ କରି କନିଷ୍ଠ ଯନ୍ତ୍ରୀ ଏବଂ  ଲାଇନ ମ୍ୟାନ ଙ୍କୁ ଉପଭୋକ୍ତା ଜଣକ ମାଡ ମାରି ଆକ୍ରମଣ କରିଥିଲେ ।ଏନେଇ ଜେଇ  ମୋହନ ପାଣ୍ଠୋଇ ନବରଙ୍ଗପୁର ଟାଉନଥାନାରେ ଏତଲା ଦେବା  ପରେ  IIC ତାରକ ଅହମଦ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *