8 ବର୍ଷର ନିରୀହ  ବାଳକ ସହିତ ଅପ୍ରାକୃତିକ ଯୌନକ୍ରିୟା  ପରେ  ମୁଁହରେ ପଥର ଛେଚି ଦେଲା ସୈତାନ ଯୁବକ

0

ମଣିଷ ଯେ  କାମାନ୍ଧ ହୋଇ ଅତି କୁତ୍ସିତ କାର୍ଯ୍ୟ କରିପାରେ ତାହା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲିରେI ଯୌନ କାମ ରେ ଅନ୍ଧ ହେଇ ଯୁବକ  ସାଜିଲା ସୈତାନ । ଜଣେ  8 ବର୍ଷର ନିରୀହ ଶିଶୁକୁ  ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ  ଡ଼ାକିନେଇ ଅପ୍ରାକୃତିକ ଯୌନକ୍ରିୟା  କରିବା  ପରେ ତାକୁ ମାରିଦେବା ପାଇଁ ମୁଁହରେ ପଥର ଛେଚି ଦେଇଥିଲା  ଅଭିଯୁକ୍ତ ଯୁବକ I  ଘଟଣା ର ବହୁ ଘଣ୍ଟା ପରେ ପୀଡିତ ବାଳକ କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଭର୍ତି କରାଯାଇଛି I ଅବସ୍ଥା ଅତି ଗୁରୁତର , ତେବେ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ ଅଂଚଳ ରେ ଘଟଣା କୁ ତୀବ୍ର ନିନ୍ଦା କରାଯିବା ସହିତ ଅଭିଯୁକ୍ତ କୁ ଫାଶୀ ଦିଆଯାଉ ବୋଲି ଅଡ଼ି ବସିଛନ୍ତି ।

Advertisement

LEAVE A REPLY

Please enter your comment!
Please enter your name here