8 ବର୍ଷର ନିରୀହ  ବାଳକ ସହିତ ଅପ୍ରାକୃତିକ ଯୌନକ୍ରିୟା  ପରେ  ମୁଁହରେ ପଥର ଛେଚି ଦେଲା ସୈତାନ ଯୁବକ

ମଣିଷ ଯେ  କାମାନ୍ଧ ହୋଇ ଅତି କୁତ୍ସିତ କାର୍ଯ୍ୟ କରିପାରେ ତାହା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲିରେI ଯୌନ କାମ ରେ ଅନ୍ଧ ହେଇ ଯୁବକ  ସାଜିଲା ସୈତାନ । ଜଣେ  8 ବର୍ଷର ନିରୀହ ଶିଶୁକୁ  ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ  ଡ଼ାକିନେଇ ଅପ୍ରାକୃତିକ ଯୌନକ୍ରିୟା  କରିବା  ପରେ ତାକୁ ମାରିଦେବା ପାଇଁ ମୁଁହରେ ପଥର ଛେଚି ଦେଇଥିଲା  ଅଭିଯୁକ୍ତ ଯୁବକ I  ଘଟଣା ର ବହୁ ଘଣ୍ଟା ପରେ ପୀଡିତ ବାଳକ କୁ ଉଦ୍ଧାର କରାଯାଇ ହସ୍ପିଟାଲ ରେ ଭର୍ତି କରାଯାଇଛି I ଅବସ୍ଥା ଅତି ଗୁରୁତର , ତେବେ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ ଅଂଚଳ ରେ ଘଟଣା କୁ ତୀବ୍ର ନିନ୍ଦା କରାଯିବା ସହିତ ଅଭିଯୁକ୍ତ କୁ ଫାଶୀ ଦିଆଯାଉ ବୋଲି ଅଡ଼ି ବସିଛନ୍ତି ।

Leave a Reply

Your email address will not be published. Required fields are marked *