ମାର୍ଚ୍ଚ ୩୧ ରେ ସରୁଛି Jio ପ୍ରାଇମ ମେମ୍ବର ସିପ୍: ଜାଣନ୍ତୁ କିଭଳି ମାଗଣାରେ ପାଇବେ ଆଉ ଏକ ବର୍ଷ ପାଇଁ

ମାର୍ଚ୍ଚ ୩୧ ୨୦୧୭ ରେ ଜିଓ ନିଜର ପ୍ରାଇମ ମେମ୍ବର୍ ଶିପ୍ ର ଆରମ୍ଭ କରିଥିଲା ଯାହାର ବୈଧତା ୧ ବର୍ଷ ଥିଲା ଏବଂ ତାହା କାଲି ଅର୍ଥାତ୍ ମାର୍ଚ୍ଚ ୩୧ ରେ ସାରିବାକୁ ଯାଉଛି।

ତେବେ ଆସନ୍ତୁ ଜାଣିବା କିଭଳି ଭାବେ ମାଗଣା ରେ ଆଉ ଏକ ବର୍ଷ ପାଇଁ ଯିଓ ପ୍ରାଇମେ ପାଇ ପାରିବେ ।

ଏହାକୁ ପାଇବା ପାଇଁ ପ୍ରଥମେ ନିଜର ମାଇଁ Jio application କୁ ଖୋଲନ୍ତୁ।

ଏବଂ ସେଥିରେ ଥିବା extension button କୁ ଦବାନ୍ତୁ।ଏହା ପରେ ଆପଣଙ୍କର ପ୍ରଇମେ ପୁଣି ଏକ ବର୍ଷ ପାଇଁ ବର୍ଦ୍ଧିତ ହୋଇଯିବ।

ନିଜର ମାଇଁ jio ଆପ୍ ଖୋଲି ଚେକ କରିବାକୁ ବୁଲିବେନି।

ଏବଂ ପ୍ରକାଶ ଥାଉ କି ନୂଆ jio ଉପଭୋକ୍ତା ଙ୍କୁ ୯୯ ଟଙ୍କାର prime recharge କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *