ମହେନ୍ଦ୍ର ସିଂ ଧୋନି ଙ୍କୁ ପଦ୍ମ ଭୂଷଣ ସମ୍ମାନ

ମହେନ୍ଦ୍ର ସିଂ ଧୋନି ଙ୍କୁ ପ୍ରାପ୍ତ ହେଲା ଭାରତର ର ପଦ୍ମ ଭୂଷଣ ସମ୍ମାନ।

ଆଜି ୨ ଏପ୍ରିଲ୍ ର ସନ୍ଧ୍ୟା ରେ ଏହି ସମ୍ମାନ ପ୍ରାପ୍ତ ହୋଇଛି। ଧୋନି ସେନା ର ପୋଷାକ ର ସଜ୍ଜିତ ହୋଇ ସମ୍ମାନିତ ରାଷ୍ଟ୍ର ପତି ରାମ ନାଥ କୋବିନ୍ଦ ଙ୍କ ଠୁ ଏହି ସମ୍ମାନ କୁ ଗ୍ରହଣ କରିଛନ୍ତି।

ଧୋନି ଙ୍କ ସହ ପଙ୍କଜ ଆଡଭାନୀ ମଧ୍ୟ ମନୋନୀତ ହୋଇଛନ୍ତି ପଦ୍ମ ଭୂଷଣ ସମ୍ମାନ ପାଇଁ।

ପ୍ରକାଶ ଥାଉ କି ଭାରତ ଏହି ଦିନରେ ୨୦୧୧ ବିଶ୍ଵ କପ୍ ଜିତିଥିଲା ଶ୍ରୀଲଙ୍କା ବିପକ୍ଷରେ।ଯାହାର ଶେଷ ରେ ଧୋନି ଙ୍କ ବିଶାଳ ୬ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *