ଆଜିଠୁ ପ୍ରାୟ ସାଢେ଼ ତିନି ଲକ୍ଷ ଛାତ୍ରାତ୍ରୀ ଙ୍କ ଭାଗ୍ୟ ନିର୍ଧାରଣ କରିବାକୁ +୨ ର ଖାତା ଦେଖା ହେବ। ଏଥିପାଇଁ ରାଜ୍ୟ ରେ ୫୬ ଟି ମୂଲ୍ୟାଙ୍କନ କେନ୍ଦ୍ର କରାଯାଇଛି।
ଯାହା ମଧ୍ୟ ରୁ ୨୯ କେନ୍ଦ୍ର ରେ ହେବ ଇ ମୂଲ୍ୟାୟନ।
ତେବେ ସରକାର ଙ୍କ ଏହି କାର୍ଯ୍ୟ କୁ ବାଧା ଦେଇ ପାରନ୍ତି
ବ୍ଲକ୍ଗ୍ରାଣ୍ଟ୍ ସଂଘ। ଏବଂ ସୁଣା ଯାଉଛି ଯେ ସରକାର ଆହା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଅନ୍ୟ ପ୍ଲାନ୍ ମଧ୍ୟ କରି ରଖିଛନ୍ତି।
ସେପଟେ କୌଣସି ପରୀକ୍ଷକ ପରୀକ୍ଷା କେନ୍ଦ୍ର କୁ ମୋବାଇଲ ନେଇ ପାରିବ ନାହିଁ ବୋଲି ନିୟମ କରାଯାଇଛି।
ତେବେ ଦେଖିବାକୁ ବାକି ରହିଲା ବ୍ଲକ୍ଗ୍ରାଣ୍ଟ୍ ବିରୋଧ କରୁଛନ୍ତି ବା ନାହିଁ।