ଗାମୁଛା ନ ପିନ୍ଧିବାରୁ ରତ୍ନ ଭଣ୍ଡାର କୁ ଯାଇପରିଲେନି ପୁରୀ ଏସପି

ଡିଉଟି ରେ ଥିବା ବେଳେ ବର୍ଦି ବଦଳାଇ ପାରିବେ ନାହିଁ କହିଲେ ଏସପି।

ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ଆଜି ୧୬ ଜଣିଆ ପ୍ରତିନିଧି ଦଳ ରତ୍ନ ଭଣ୍ଡାର କୁ ପ୍ରବେଶ କରିଥିଲେ। ତେବେ ପୂର୍ବରୁ କୁହା ଯାଇଥିଲା ଯେ ପ୍ରବେଶ କରିବା

ବେଳେ ଟିମ୍ ସଦସ୍ୟ ମାନଙ୍କୁ ଶ୍ରୀ ମନ୍ଦିର ତରଫ ରୁ ଗାମୁଛା ଯୋଗାଇ ଦିଆ ଯିବ ଯାହାକୁ ପିନ୍ଧି ଯିବାକୁ ପଡିବ। ତେବେ ଆହା ସହ ମୁଦି ଓ ଅନ୍ୟ ସମସ୍ତ ଅଭୂଷଣ ଖୋଲି ଯିବାକୁ ପଡିବ। କେବଳ ଚଷମା ନେବାକୁ ଅନୁମତି ଦିଆଯିବ।

କିନ୍ତୁ ଏସପି ନିଜର ଡିଉଟି ରେ ଥିବାରୁ ଗାମୁଛା ପିନ୍ଧିବାକୁ ମନା କରିଥିଲେ ଯାହା ଫଳରେ ତାଙ୍କୁ ନାଟ ମଣ୍ଡପ ପାଖରେ ଅଟକିବାକୁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *