ପୁରୀ ରତ୍ନ ଭଣ୍ଡାର ର ଯାଞ୍ଚ୍ ପାଇଁ ଆଜି ଏକ ୧୬ ଜଣିଆ ପ୍ରତିନିଧି ଦଳ ରତ୍ନ ଭଣ୍ଡାର କୁ ପ୍ରବେଶ କରିଥିଲା।ତେବେ ଟିମ୍ ର ଜଣେ ସଦସ୍ୟ ଜି ସି ମିତ୍ର ଙ୍କ ଗୋଡ଼ରେ ଚୋଟ ଲାଗିବା ସହ ସେ ବେହୋସ୍ ହୋଇଯାଇଛନ୍ତି।
ଯାହା ଫଳରେ ତାଙ୍କୁ ବାହାରକୁ ଅଣା ଯାଇଛି।
ତେବେ ଗୋଡ଼ ରେ ଲାଗିଥିବା ଆଘାତ ସାମାନ୍ୟ ବୋଲି ଜଣା ପଡିଛି। ବର୍ତ୍ତମାନ ରେ ଶ୍ରୀ ମନ୍ଦିର ର ଏ ଏସ ଆଇ ଅଫିସ ରେ ବିଶ୍ରାମ କରୁଛନ୍ତି।