କୃଷ୍ଣ ମୃଗ ଶିକାର ମାମଲା ରେ ସଲମାନ୍ ଦୋଷୀ ସାବ୍ୟସ୍ତ: ଅନ୍ୟମାନେ ଦୋଷ ମୁକ୍ତ

ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲିଥିବା ଏହି କୃଷ୍ଣ ମୃଗ ଶିକାର ମାମଲା ରେ ଆଜି ସଲମାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କିନ୍ତୁ ଏହି ମାମଲା ରେ କେବଳ ସଲମାନ୍ ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଯଥା ସୈଫ ଅଲି ଖାଁ,ସୋନାଲି ବେନ୍ଦ୍ରେ,ନିଲାମ ଏ ମାନେ ନିର୍ଦ୍ଦୋଷ ରେ ମୁକ୍ତ ହୋଇଛନ୍ତି। ତେବେ କଣ ଦଣ୍ଡ ମିଳିବ ଏ ନେଇ ଏବେ କୋର୍ଟ ରେ ଶୁଣାଣି ଚାଲିଛି।

ସୂଚନା ଯୋଗ୍ୟ ଯେ ୧୯୯୮ ମସିହା ଅକ୍ଟୋବର ୨ ରେ ଯୋଧପୁର ରେ ହମ୍ ସାଥ ସାଥ ହେ ଫିଲ୍ମ୍ ର ସୁଇଟିଂ ସମୟରେ ଏହି କୃଷ୍ଣ ମୃଗ ଶିକାର କରିଥିଲେ।

Leave a Reply

Your email address will not be published. Required fields are marked *