ବିଦ୍ୟୁତ୍ ଆଘାତରୁ  ସ୍ତ୍ରୀକୁ ବଂଚାଇବାକୁ  ଚେଷ୍ଟା କରି  ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର 

ସକାଳୁ ସକାଳୁ ମହିଳା ଜଣକ ତାରରେ ଲୁଗା ସୁଖାଉଥିବା ବେଳେ ତାରଟି  ଆର୍ଥିଙ୍ଗ ସଂଶପର୍ଶ୍ୱ ରେ  ଆସି ମହିଳା ଜଣଙ୍କୁ ବିଦ୍ୟତ୍ ଆଘାତ  ଲାଗିଥିଲା । ମହିଳା ଜଣକ ଚିତ୍କାର କରିବାରୁ ସ୍ତ୍ରୀ କୁ ବଞ୍ଚାଇବାକୁ ଚେଷ୍ଟା କରି ସ୍ୱାମୀ ଦଉଡି ଆସି  ସ୍ତ୍ରୀ କୁ ଛଡାଇ ବାକୁ ଚେଷ୍ଟା କରି ନିଜେ  ବିଦ୍ୟୁତ ଆଘାତ ସଂଶପର୍ଶ୍ୱ ରେ ଆସିଥିଲେ I ପଡୋଶୀ ଏକ ଠେଙ୍ଗାରେ ଛଡ଼େଇବା ବେଳକୁ ସ୍ୱାମୀ ର ଜୀବନ ଚାଲିଯାଇଥିଲା I ସ୍ତ୍ରୀ ଗୁରୁତର ଅବସ୍ଥାରେ  ଜୟପୁର ମେଡିକାଲରେ  ଚିକିତ୍ସିତ I ମୃତକ ଜଣକ  କମଳୁ ପରଜା , I ଘଟଣା କୁ ନେଇ ସାରା ଅଂଚଳରେ ଶୋକ ର ଛାୟା ଖେଳିଯାଇଛି

Leave a Reply

Your email address will not be published. Required fields are marked *